ଆଉ ବଜାରକୁ ଆସିବନି ସାମସଙ୍ଗ୍ ଫିଚର ଫୋନ୍

ନୂଆଦିଲ୍ଲୀ : ଆଉ ବଜାରରେ ମିଳିବନି ଲୋକପ୍ରିୟତା ଅର୍ଜନ କରିଥିବା ସାମସଙ୍ଗ ଶସ୍ତା ଫିଚର ଫୋନ। ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାରଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର … Continue reading ଆଉ ବଜାରକୁ ଆସିବନି ସାମସଙ୍ଗ୍ ଫିଚର ଫୋନ୍